ଗିପ୍ଟ ପ୍ୟାକ୍ ନେଲା ନବବିବାହିତଙ୍କ ଜୀବନ || Couple Died In Gifted Home Theater Blast || Odisha Reporter
Advertisment
ଉପହାର ଖୋଲୁ ଖୋଲୁ ହେଲା ସାଂଘାତିକ ବିସ୍ଫୋରଣ। ଘଟଣାସ୍ଥଳରେ ହିଁ ପ୍ରାଣ ହାରାଇଲେ ନବବିବାହିତ। ଗୁରୁତର ଅବସ୍ଥାରେ ମେଡିକାଲରେ ଆଖି ବୁଜିଲେ ଭାଇ। ଏବେବି ଡାକ୍ତଖାନାରେ ଜୀବନ ସହ ସଂଙ୍ଘର୍ଷ କରୁଚନ୍ତି ୪ ସଂପର୍କୀୟ। ଏଭଳି ଏକ ଘଟଣା ଘଟିଛି ଛତିଶଗଡ଼ କେବର୍ଦ୍ଧା ଜିଲ୍ଲା ଚମାରି ଗାଁରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us