Ambience mall
ହରିୟାଣା ଗୁରୁଗ୍ରାମ ସହରରରେ ଥିବା ଏକ ପ୍ରମୁଖ ସପିଂ ମଲକୁ ମିଳିଛି ହତ୍ୟା ଧମକ। ଇମେଲ୍ ଯୋଗେ ମଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ପୁଲିସ ସୂଚନା ଅନୁସାରେ, ବୋମା ଧମକ ମିଳିଥିବା ସପିଂ ମଲର ନାଁ ଆମ୍ବିଏନ୍ସ ମଲ।
Advertisment
ଏହି ମଲକୁ ଇମେଲ୍ ଆଇଡି ଯୋଗେ କେହି ଦୁର୍ବୃତ୍ତ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛି। ଏପରିକି ମଲରେ କେହି ଜଣେ ହେଲେ ରକ୍ଷା ପାଇ ପାରିବେନି ବୋଲି ମଲରେ କହିଛି।
ମଲ୍ ପକ୍ଷରୁ ଏନେଇ ଅଭିଯୋଗ ପରେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ସ୍ୱାର୍ଡ ମଲରେ ପହଞ୍ଚି ତନାଘନା କରିଛନ୍ତି। ବିଲ୍ଡିଂରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
