Advertisment

ମାଛ ମୁଣ୍ଡ ପାଇଁ ବୋମାମାଡ଼!

ହୋଟେଲ ବନ୍ଦ କରୁଥିଲେ ହୋଟେଲ କର୍ମଚାରୀ। ଠିକ୍‌ ଏତିକି ବେଳେ ହୋଟେଲ ଉପରେ ପଡ଼ିଥିଲା ଦୁଇ ଦୁଇଟି ବୋମା। ବୋମା ମାଡ଼ ଦେଖି ଛାନିଆ ହୋଇ ଦୌଡ଼ିଥିଲେ ହୋଟେଲ କର୍ମଚାରୀ। ତେବେ ଏହି ବୋମା ମାଡ଼ କୌଣସି ନକ୍ସଲ ଅଞ୍ଚଳ ନୁହେଁ ବରଂ ଘଟିଛି ରାଜଧାନୀ ଛାତିରେ ଥିବା ବରମୁଣ୍ଡା ନୂଆବସ ଷ୍ଟାଣ୍ଡରେ।

author-image
Debendra Prusty

ହୋଟେଲ ବନ୍ଦ କରୁଥିଲେ ହୋଟେଲ କର୍ମଚାରୀ। ଠିକ୍‌ ଏତିକି ବେଳେ ହୋଟେଲ ଉପରେ ପଡ଼ିଥିଲା ଦୁଇ ଦୁଇଟି ବୋମା। ବୋମା ମାଡ଼ ଦେଖି ଛାନିଆ ହୋଇ ଦୌଡ଼ିଥିଲେ ହୋଟେଲ କର୍ମଚାରୀ। ତେବେ ଏହି ବୋମା ମାଡ଼ କୌଣସି ନକ୍ସଲ ଅଞ୍ଚଳ ନୁହେଁ ବରଂ ଘଟିଛି ରାଜଧାନୀ ଛାତିରେ ଥିବା ବରମୁଣ୍ଡା ନୂଆବସ ଷ୍ଟାଣ୍ଡରେ। 

Advertisment
Odisha Bhubaneswar Bombing