ଜେଲ ନୁହେଁ ତ ବାର୍.... କଏଦୀଙ୍କ ହାତରେ ସିଗାରେଟ୍ ସହ ମଦବୋତଲ | Odisha Reporter
କେତେବେଳେ ହାତରେ ସିଗାରେଟ୍ ତ ଆଉ କେତେବେଳେ ହାତରେ ରହିଛି ବିଦେଶୀ ବ୍ରାଣ୍ତର ମଦ ବୋତଲ। କେତେବେଳେ ମଦ ବୋତଲ ଉଠିବା ପାଇଁ ଚାଖଣା ଛଣା ଚାଲିଛି ତ ଆଉ କେତେବେଳେ ଭୋଜି ପାଇଁ ଚାଲିଛି ପ୍ରସ୍ତୁତି। ଜେଲ ନୁହେଁ ଲାଗୁଛି ଫାଇଭ୍ ଷ୍ଟାର ହୋଟେଲର ବାର୍, ଆଉ ଏମାନେ କଏଦୀ ନୁହନ୍ତି ଜଣେ ଜଣେ ହାଇଫାଇ ଲାଇଫ ଷ୍ଟାଇଲ ମେଣ୍ଟେନ କରୁଥିବା ବ୍ୟକ୍ତି। ଏଭଳି ଅପରାଧୀଙ୍କ ସୌଖିନ ଲାଇଫ ଷ୍ଟାଇଲର ଫଟୋ ଭାଇରାଲ ହୋଇଛି ଢେଙ୍କାନାଳ ଜେଲ୍ ଭିତରୁ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
