ବୌଦ୍ଧ: ବୁଡିବଳଙ୍ଗା ଗାଁରୁ ୮୮କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବୁଡିବଳଙ୍ଗା ଗାଁରେ ଚଢ଼ାଉ କରି ପୋଲିସ୍ ୮୮ କେଜି ଗଞ୍ଜେଇ ଜବତ କରିଛି।  ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ହେମନ୍ତ ମହାକୁଲ। ତାଙ୍କୁ କୋର୍ଟ ଚାଲାଣ କରିଛି।