ଅପରାଧ news ବୌଦ୍ଧ: ବୁଡିବଳଙ୍ଗା ଗାଁରୁ ୮୮କେଜି ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବୁଡିବଳଙ୍ଗା ଗାଁରେ ଚଢ଼ାଉ କରି ପୋଲିସ୍ ୮୮ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ହେମନ୍ତ ମହାକୁଲ। ତାଙ୍କୁ କୋର୍ଟ ଚାଲାଣ କରିଛି। Rakesh Mallick 31 Aug 2015 08:00 IST ଅଦ୍ୟତନ ହୋଇଛି 31 Aug 2015 08:00 IST boudhବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବୁଡିବଳଙ୍ଗା ଗାଁରେ ଚଢ଼ାଉ କରି ପୋଲିସ୍ ୮୮ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ହେମନ୍ତ ମହାକୁଲ। ତାଙ୍କୁ କୋର୍ଟ ଚାଲାଣ କରିଛି।Advertisment Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ