ଅଦ୍ୟତନ ହୋଇଛି
boudh
Advertisment
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବୁଡିବଳଙ୍ଗା ଗାଁରେ ଚଢ଼ାଉ କରି ପୋଲିସ୍ ୮୮ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାମ ହେମନ୍ତ ମହାକୁଲ। ତାଙ୍କୁ କୋର୍ଟ ଚାଲାଣ କରିଛି।