Advertisment

ଝିଅକୁ ମାରିଛି ଭୁବନେଶ୍ୱରିଆ ଟୋକା’

ଗୋଟିଏ ପଟେ ପରିବାର ଲୋକଙ୍କ ବୟାନ ଏବଂ ଅନ୍ୟପଟେ ଝିଅର ମୃତଦେହ ଉଦ୍ଧାର। ପରିବାର ଲୋକେ ଦମ୍ଭର ସହ କହୁଛନ୍ତି, ତାଙ୍କ ଝିଅ କେବେ ବି ଆତ୍ମହତ୍ୟା କରିବ ନାହିଁ। ଯେକୌଣସି ପରିସ୍ଥିତି ଆସିଲେ ବି ଏକୁଟିଆ ତାର ସାମ୍ନା କରିବାର ସାହାସ, ଝିଅ ଚିନ୍ମୟୀଙ୍କ ପାଖରେ ଥିଲା। ଆତ୍ମହତ୍ୟାର ଘୋର ବିରୋଧୀ ଚିନ୍ମୟୀଙ୍କ ସହ ଏମିତି ଘଟିଲା ଯେ, ତାଙ୍କ ମୃତ୍ୟୁ ହେଲା?

author-image
Debendra Prusty

Western Odisha Murder Love