ଝିଅ ସୁନ୍ଦରଗଡ଼ର ଡେଡବଡି ମିଳିଲା ମୁମ୍ବାଇରୁ | Odisha Reporter
ଗତ ୩ ଦିନ ତଳେ ମୁମ୍ବାଇର କୁର୍ଲା ରେଲୱେ ଷ୍ଟେସନରୁ ଏକ ସୁଟକେଶ୍ରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରି ଦେଇଥିଲା। ତଦନ୍ତରୁ ଯୁବତୀଜଣକ ଓଡ଼ିଶାର ବୋଲି ଜଣାଯାଇଛି। ମୃତ ଯୁବତୀ ସୁନ୍ଦରଗଡ ଲେଫ୍ରିପଡା ଥାନା ବନ୍ଦଲିକାନି ଗାଁର ପ୍ରତିମା କିଶପଟ୍ଟା ବୋଲି ଚିହ୍ନଟ ହୋଇ ସାରିଛି। ପ୍ରତିମାଙ୍କ ହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ଅସକର୍ ବାର୍ଲାଙ୍କୁ ବାନ୍ଧିଛି ପୁଲିସ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
