Advertisment

ବ୍ରହ୍ମପୁର: ଗଣେଶ ପୂଜା ଭସାଣି ବେଳେ ଏସିଡ୍ ମାଡ, ୭ ଆହତ

ବ୍ରହ୍ମପୁର: ବ୍ରହ୍ମପୁର କୋଦଳା ଥାନା ବେଗୁନିଆପଡ଼ାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ଗତକାଲି ରାତିରେ ଗଣେଶ ପୂଜା ଭସାଣି ଚାଲିଥିବାବେଳେ ଏସିଡ୍ ମାଡ଼ ହୋଇଛି। କେହି ଅଜଣା ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି। ୩ଜଣ ଆହତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏସିଡ୍ ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
ବ୍ରହ୍ମପୁର: ଗଣେଶ ପୂଜା ଭସାଣି ବେଳେ ଏସିଡ୍ ମାଡ, ୭ ଆହତ

acid

Advertisment

ବ୍ରହ୍ମପୁର: ବ୍ରହ୍ମପୁର କୋଦଳା ଥାନା ବେଗୁନିଆପଡ଼ାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଛି ଅଘଟଣ। ଗତକାଲି ରାତିରେ ଗଣେଶ ପୂଜା ଭସାଣି ଚାଲିଥିବାବେଳେ ଏସିଡ୍ ମାଡ଼ ହୋଇଛି। କେହି ଅଜଣା ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି। ୩ଜଣ ଆହତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏସିଡ୍ ମାଡ଼ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe