Advertisment

ବ୍ରହ୍ମପୁର: ସେକ୍ସ ରାକେଟ ଠାବ, ମହିଳା ଉଦ୍ଧାର, ଦୁଇ ଯୁବକ ଗିରଫ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଭାବିନୀପୁର ଅଞ୍ଚଳରେ ଏକ ସେକ୍ସ ରାକେଟକୁ ପୋଲିସ ଠାବ କରିଛି। ସେଠାରୁ ଜଣେ ମହିଳା ଦେହ ବ୍ୟବସାୟୀକୁ ପୋଲିସ ଉଦ୍ଧାର କରିବା ସହ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦୁଇଜଣ ହେଲେ ଛତ୍ରପୁରର କାଳୁ ବେହେରା ଏବଂ ବ୍ରହ୍ମପୁରର କାଳିଆ ରେଡ୍ଡି। ଡ଼ାକ୍ତରୀ ମାଇନା ପରେ ପରେ ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

author-image
Rakesh Mallick

PSK Bhubaneswar