Advertisment

ଗାଡ଼ି କାଚ ଭାଙ୍ଗି ଖସି ଆସିଲେ ଛାତ୍ରୀ

କୌଶଳକ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଲେ ଦଶମ ଶ୍ରେଣୀ ଛାତ୍ରୀ। ଛାତ୍ରୀଙ୍କ ଅପହରଣ ପାଇଁ କିଏ କରିଥିଲା ଷଡ଼ଯନ୍ତ୍ର? କ’ଣ ଥିଲା ଉଦ୍ଦେଶ୍ୟ? କାଚ ଭାଙ୍ଗି ଖସି ଆସିଲେ ସିନା କିନ୍ତୁ ଦେହସାରା ଅଛି କଟାଦାଗ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ନିଃଶ୍ୱାସରେ ଦୌଡ଼ି ଦୌଡ଼ି ପହଞ୍ଚିଗଲେ ଛାତ୍ରୀ। ଘଟଣା ପରେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ କଲେଣି ଅଭିଭାବକ।

Girl Student Kidnap Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe