Advertisment

ରାକ୍ଷୀ ପାଉଣା ଗୁଳିରେ ଦେଲା ଭାଇ

ସାମାନ୍ୟ କେତେଟା ପଇସା ପାଇଁ ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଭାଇ।

author-image
Manoj Swain

ନିଜକୁ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପ୍ରତିବର୍ଷ ରାଖୀ ବାନ୍ଧିଥାଏ। ଭାଇ ମଧ୍ୟ ନିଜ ଭଉଣୀକୁ ସୁରକ୍ଷା ଦେବା ପାଇଁ କଥା ଦେଇଥାଏ।  ପ୍ରତିବର୍ଷ ଯେଉଁ ହାତରେ ଭଉଣୀ ରାଖୀ ପିନ୍ଧାଉଥିଲା, ସାମାନ୍ୟ କେତେଟା ପଇସା ପାଇଁ ସେହି ଭଉଣୀକୁ ଗୁଳି ହତ୍ୟା କରିଛି ଭାଇ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସମଗିରି ଗାଁରେ। ପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଥାନାରେ ଆତ୍ମସର୍ମପଣ କରିଛି

Advertisment
Odisha Keonjhar