Advertisment

ଅଭିନୟ କରୁକରୁ ଧରାପଡ଼ିଗଲେ ଭାଉଜ

ନିଜ ଭାଇକୁ ମାରିବାକୁ ସ୍ତ୍ରୀ ସହିତ ମିଶି କରିଥିଲେ ଷଡ଼ଯନ୍ତ୍ର। ସେଥିପାଇଁ ୧ଲକ୍ଷ ୭୦ ହଜାର ଟଙ୍କା ଦେଇ ଯୋଗାଡ଼ କରିଥିଲେ ସୁପାରୀ କିଲର।

author-image
Manoj Swain
ଅଦ୍ୟତନ ହୋଇଛି

ନିଜ ଭାଇକୁ ମାରିବାକୁ ସ୍ତ୍ରୀ ସହିତ ମିଶି କରିଥିଲେ ଷଡ଼ଯନ୍ତ୍ର। ସେଥିପାଇଁ ୧ଲକ୍ଷ ୭୦ ହଜାର ଟଙ୍କା ଦେଇ ଯୋଗାଡ଼ କରିଥିଲେ ସୁପାରୀ କିଲର। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁର ଦୁଇ ସାଙ୍ଗ ଭବାନୀ ଶଙ୍କର ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାଶ କରି ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୁଲିସ୍। ବାଲେଶ୍ୱର ଏସ୍‌ପିଙ୍କ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତା ଓ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ଜମି ଭାଗ ହୋଇଥିଲା। ସେହି ଜମି ଭାଗ ବେଳେ କିଛି ଟଙ୍କା ଦେବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Murder Balasore Odisha