ଭୁଲିଗଲେ ମାନବିକତା, ଭିନ୍ନକ୍ଷମଙ୍କୁ ନିର୍ଧୁମ ଛେଚିଲେ | Odisha Reporter
ନା ଥିଲା ଦୟା, ନା ଥିଲା କ୍ଷମା, ନା ଥିଲା ମଣିଷପଣିଆ। ସବୁ ସୀମା ଲଙ୍ଘିଗଲା ବର୍ବରତା, ଆଉ ଅନ୍ଧ ସାଜିଥିଲା ମାନବିକତା। ଆସିଲେ କିଛି ନପଚାରୁ ହିଁ ନିର୍ଧୁମ ଛେଚି ଚାଲିଲେ। ଯାହାର ପରିଣାମ ଆପଣଙ୍କ ସାମ୍ନାରେ। ଆମେ କହୁଛୁ, କଟକ ଜିଲ୍ଲା ନେମାଳ ଥାନା ବରକୋଳିଆ ବଜାରରେ ଘଟିଥିବା ଗଣ୍ଡଗୋଳର କଥା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
