Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିନ୍ନକ୍ଷମ ଯୁବକଙ୍କୁ ପିଟିଲେ ଦୁବୃର୍ତ୍ତ

କଟକ ନେମାଳ ଥାନା ବରକୋଳିଆ ବଜାରରେ ଘଟିଛି ଏଭଳି ଘଟଣା।

ଅଦ୍ୟତନ ହୋଇଛି
Advertisment

ନା ଥିଲା ଦୟା, ନା ଥିଲା କ୍ଷମା, ନା ଥିଲା ମଣିଷପଣିଆ। ସବୁ ସୀମା ଲଙ୍ଘିଗଲା ବର୍ବରତା, ଆଉ ଅନ୍ଧ ସାଜିଥିଲା ମାନବିକତା। ଆସିଲେ କିଛି ନପଚାରୁ ହିଁ ନିର୍ଧୁମ ଛେଚି ଚାଲିଲେ। ଯାହାର ପରିଣାମ ଆପଣଙ୍କ ସାମ୍ନାରେ। ଆମେ କହୁଛୁ, କଟକ ଜିଲ୍ଲା ନେମାଳ ଥାନା ବରକୋଳିଆ ବଜାରରେ ଘଟିଥିବା ଗଣ୍ଡଗୋଳର କଥା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe