ଅଦ୍ୟତନ ହୋଇଛି
IED
Advertisment
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତର ଟକ୍ସିପଦର ଜଙ୍ଗଲରେ ବିଏସ୍ଏଫ୍ ଯବାନମାନେ କମ୍ବିଂ କରୁଥିବା ବେଳେ ଏକ IED ଜବତ କରିଥିଲେ। ବିଏସ୍ଏଫ୍ର ଡଗ୍ ସ୍କ୍ୱାଡ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ଏହି ବୋମାକୁ ଠାବ କରିଥିଲେ। ପରେ ଏହାକୁ ବେଶ୍ ସତର୍କତାର ସହିତ ନିଷ୍କ୍ରିୟ କରାଯାଇଥିଲା।
Advertisment
ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଥିଲା- ଏକ ଷ୍ଟିଲ୍ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍ଟର ବ୍ୟାଟେରୀ, ଜରି ଟ୍ୟାପ୍ ଓ ୨୦ ମିଟର ବିଦ୍ୟୁତ୍ ତାର।
କମ୍ବିଂ ଅପରେସନରେ ନି୍ରୋଜିତ ବିଏସ୍ଏଫ ଯବାନମାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି IED ଖଞ୍ଜିଥିବା କୁହାଯାଉଛି।
Advertisment
ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IED_1693564816.jpg)