କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?

ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍‌ ବା ନାକ ଫୁଲ ସହାୟତାରେ ପୁଲିସ୍‌ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Seema Singh

ସୀମା ସିଂହ (ଫାଇଲ ଫଟୋ)

Hemant Lenka
  • Published: Friday, 11 April 2025
  • Updated: 11 April 2025, 02:44 PM IST

Sports

Latest News

ପ୍ରାୟ ମାସକ ତଳେ ଦିଲ୍ଲୀର ଗୋଟିଏ ଡ୍ରେନରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ଏହାର ତଦନ୍ତ କରୁଥିଲେ ହେଁ ତାଙ୍କ ପରିଚୟ ଜାଣି ପାରି ନଥିଲା। ତାଙ୍କୁ କେହି ହତ୍ୟା କରିଛି ବୋଲି ସନ୍ଦେହ କରୁଥିଲେ ହେଁ ଏହାର ଠୋସ ପ୍ରମାଣ ପାଇ ନଥିଲା। ତେବେ ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍‌ ବା ନାକ ଫୁଲ ସହାୟତାରେ ପୁଲିସ୍‌ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି। ମହିଳାଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ଅନୀଲ କୁମାରଙ୍କୁ ଗିରଫ କରିଛି। ସେ ହିଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଡ୍ରେନ ଫୋପାଡ଼ି ଦେଇଥିଲେ।

ମାର୍ଚ୍ଚ ୧୫ ତାରିଖରେ ଦିଲ୍ଲୀର ଗୋଟିଏ ଡ୍ରେନରୁ ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହଟି ବେଡ୍‌ଶିଟ୍‌ରେ ଗୁଡ଼ା ଯାଇଥିବା ବେଳେ ଏହାକୁ ଗୋଟିଏ ପଥର ଓ ସିମେଣ୍ଟ ଅଖା ଦ୍ୱାରା ବନ୍ଧା ଯାଇଥିଲା। ପୁଲିସ୍‌ ଡ୍ରେନରୁ ମହିଳାଙ୍କ ମୃତଦେହ ଠାବ କରିବା ପରେ ତାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରିଥିଲା। ହେଲେ କିଛି ବି ସୁଫଳ ମିଳି ନଥିଲା। ଶେଷରେ ମହିଳା ଜଣଙ୍କ ପିନ୍ଧି ଥିବା ନାକ ଫୁଲକୁ ବ୍ୟବହାର କରି ପୁଲିସ୍‌ ହତ୍ୟା ରହସ୍ୟ ଉପରୁ ପରଦା ହଟାଇଛି।

Also Read

ନାକ ଫୁଲକୁ ଯାଞ୍ଚ କରି ପୁଲିସ୍‌ ଦକ୍ଷିଣ ଦିଲ୍ଲୀର ଗୋଟିଏ ଅଳଙ୍କାର ଦୋକାନରେ ପହଞ୍ଚିଥିଲା। ସେଠାରେ ପଚରାଉଚରା କରିବା ସହ ରେକର୍ଡକୁ ଦେଖିଥିଲା। ଏହି ସମୟରେ ଜଣାପଡ଼ିଥିଲା ଯେ ଏହି ନାକ ଫୁଲକୁ ଅନୀଲ କୁମାର କିଣିଥିଲେ। ଅନୀଲ କୁମାର ହେଉଛନ୍ତି ଦିଲ୍ଲୀର ଜଣେ ବ୍ୟବସାୟୀ ଓ ସେ ଗୁରୁଗ୍ରାମ ସ୍ଥିତ ଫାର୍ମ ହାଉସରେ ରୁହନ୍ତି। ନାକ ଫୁଲ ପାଇଁ କଟା ଯାଇଥିବା ବିଲରେ ଅନୀଲ କୁମାରଙ୍କ ନାଁ ରହିଥିଲା।

ମୃତ ମହିଳା ଜଣଙ୍କ ହେଲେ ଅନୀଲଙ୍କ ପତ୍ନୀ ୪୭ ବର୍ଷୀୟ ସୀମା ସିଂହ। ୨୦ ବର୍ଷ ତଳେ ଅନୀଲ ଓ ସୀମା ବିବାହ କରିଥିଲେ। ଅଳଙ୍କାର ଦୋକାନରୁ ସୂଚନା ପାଇବା ପରେ ପୁଲିସ୍‌ କୁମାରଙ୍କ ପାଖରେ ପହଞ୍ଚିଥିଲା ଓ ସୀମା ତାଙ୍କ ପତ୍ନୀ ବୋଲି ଜାଣିବାକୁ ପାଇଥିଲା। ପୁଲିସ୍‌ ପ୍ରଥମେ ସୀମା ସହ କଥା ହେବାକୁ ଚାହୁଁଥିବା କୁମାରଙ୍କୁ କହିଥିଲା। ହେଲେ ସେ ବିନା ଫୋନରେ ବୃନ୍ଦାବନ ଯାଇଥିବା କୁମାର କହିଥିଲେ। ଏହା ଶୁଣି ପୁଲିସ ସନ୍ଦେହ କରିବା ଆରମ୍ଭ କରିଥିଲା।

ଏହାପରେ ପୁଲିସ୍‌ କୁମାରଙ୍କ ଦ୍ୱାରକା ସ୍ଥିତ ଅଫିସରେ ପହଞ୍ଚିଥିଲା। ସେଠାରୁ ପୁଲିସ୍‌କୁ ସୀମାଙ୍କ ମା’ଙ୍କ ନମ୍ବର ଗୋଟିଏ ଡାଏରୀରୁ ମିଳିଥିଲା। ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ସୀମାଙ୍କ ଭଉଣୀ ବବିତା ପୁଲିସକୁ କହିଥିଲେ ଯେ ସେମାନେ ମାର୍ଚ୍ଚ ୧୧ରୁ ତାଙ୍କ ସହ କଥାବାର୍ତ୍ତା ହୋଇ ପାରି ନାହାନ୍ତି। ସୀମାଙ୍କୁ ନେଇ ସେମାନେ ମଧ୍ୟ ଚିନ୍ତାରେ ରହିଛନ୍ତି।

ବବିତା ପୁଲିସ୍‌କୁ କହିଥିଲେ ଯେ ସୀମାଙ୍କ ସମ୍ପର୍କରେ ଜାଣିବା ପାଇଁ ସେ କୁମାରଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ କହିଥିଲେ ଯେ ସୀମା ଜୟପୁରରେ ଅଛନ୍ତି ଓ ଏବେ ସେ କାହା ସହ କଥା ହେବା ମୁଡରେ ନାହାନ୍ତି। ମୁଡ ଠିକ ହେଲେ ସୀମା କଥା ହେବେ ବୋଲି କୁମାର କହିଥିଲେ।

ଏମିତି ବେଶ କିଛି ଦିନ ଚାଲିଥିଲା। ହେଲେ ଝିଅ ସହ ପରିବାର ଲୋକ ଯୋଗାଯୋଗ କରି ପାରି ନଥିଲେ। କୁମାରଙ୍କ ପ୍ରତିଶ୍ରୁତିରେ ବିରକ୍ତ ହୋଇ ସୀମାଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିବାକୁ ଚାହିଁଥିଲେ। କିନ୍ତୁ କୁମାରଙ୍କ ପ୍ରତିଶ୍ରୁତି ଯୋଗୁ ସେମାନେ ପୁଣି ଝିଅର ଫୋନକୁ ଅପେକ୍ଷା କରି ରହିଥିଲେ।

ଏପ୍ରିଲ ୧ରେ ପୁଲିସ୍‌ ମୃତଦେହର ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡାକିଥିଲା। ସେମାନେ ସୀମାଙ୍କୁ ଚିହ୍ନଟ କରିଛନ୍ତି। ଦିନକ ପରେ ସୀମାଙ୍କ ବଡ଼ ପୁଅ ମଧ୍ୟ ମା’ଙ୍କ ମୃତଦେହକୁ ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ କୁମାର ତଣ୍ଟି ଚିପି ସୀମାଙ୍କୁ ହତ୍ୟା କରିଥିଲେ। ଏହାପରେ ଘରର ଗାର୍ଡଙ୍କ ସହାୟତା ମୃତଦେହକୁ ଡ୍ରେନରେ ଫିଙ୍ଗି ଦେଇଥିଲେ। କିନ୍ତୁ କ’ଣ ପାଇଁ କୁମାର ପତ୍ନୀ ସୀମାଙ୍କୁ ହତ୍ୟା କରିଥିଲେ, ସେକଥା ଜଣାପଡ଼ିନି। ପୁଲିସ୍‌ କୁମାର ଓ ତାଙ୍କ ଗାର୍ଡ ଶିବ ଶଙ୍କରଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story