'ଓଲା' ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା। ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ଅଞ୍ଚଳରେ। ଅପହରଣକୁ ନେଇ ପତ୍ନୀ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।
Crime
ନକ୍ସଲ ଖଞ୍ଜିଥିଲେ IED ବୋମା, ଅଳ୍ପକେ ବର୍ତ୍ତିଲେ ଯବାନ
ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା।
Crime
କେତେ ନାଁ, କେତେ ରୂପ ଓ କେତେ ସ୍ୱାମୀ; ଚର୍ଚ୍ଚାରେ ବିଷ୍ଣୁପ୍ରିୟା, ହର୍ଷିତା ଓ ହଂସିକା!
ଠକେଇର ପ୍ରଥମ ପାହାଚ ରାଜଧାନୀ ଭୁବନେଶ୍ୱରରେ ଚଢ଼ିଥିଲେ। ବହୁରୂପୀ ଏଣ୍ଡୁଅ ପରି ସିଏ ପ୍ରଥମେ ନିଜର ରୂପ ଓ ବେଶ ପରିବର୍ତ୍ତନ କରିଥିଲେ। ନିଜର ପୃଥୁଳକାୟ ଶରୀରକୁ କମାଇ ସ୍ଲିମ୍ଟ୍ରିମ୍ ହୋଇଥିଲେ।
Crime
ନେଇଗଲେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦାମୀ ମୋବାଇଲ୍
ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୀପଙ୍କର ମୋବାଇଲ୍ ଦୋକାନର ପଛ ପାର୍ଶ୍ୱ କାନ୍ଥରେ କଣା କରି ଭିତରେ ପଶିଥିଲେ। ଆଉ ଦୋକାନରେ ଥିବା ସବୁ ଦାମୀନାମୀ କମ୍ପାନୀର ମୋବାଇଲ୍ ଲୁଟି ନେଇଯାଇଥିଲେ।
Crime
ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ
ହଷ୍ଟେଲ ବନ୍ଦ ଥିବାରୁ ରାଜଧାନୀରେ ଏକୁଟିଆ ହୋଇ ଯାଇଥିବା ଯୁବତୀ ଆରପିଏଫ ଥାନାକୁ ଯାଇଥିଲେ ।