\'ପ୍ଲିଜ ଜଲଦି ମୋ ସ୍ୱାମୀଙ୍କୁ ଖୋଜିଆଣି ଦିଅ\' | Odisha Reporter
Advertisment
ବଡ଼ମ୍ବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ ନିଖୋଜ ଘଟଣାକୁ ୩ ଦିନ ବିତିଗଲାଣି। ଏଯାଏ ମିଳିନି ପତ୍ତା । କଳାପଥର ବ୍ରାଞ୍ଚରୁ ବଡ଼ମ୍ବା ଯିବା ବେଳେ ବାଟରେ ତପନ ନିଖୋଜ ହୋଇଯାଇଥିଲେ । ତେବେ ବ୍ୟାଙ୍କ ଯାଉ ଯାଉ କୁଆଡ଼େ ରାସ୍ତାରୁ ହଠାତ ଉଭାନ ହୋଇଗଲେ ବଡମ୍ବା ବ୍ରାଞ୍ଚ ମ୍ୟାନେଜର। ସବୁଦିନ ପରି, ଠିକ୍ ଟାଇମରେ ବ୍ୟାଙ୍କ ଯାଉଥିଲେ , କିନ୍ତୁ ବ୍ୟାଙ୍କରେ ପହଞ୍ଚି ନଥିଲେ । ତେବେ ପ୍ରଶ୍ନ ଉଠୁଛି କୁଆଡ଼େ ଗଲେ ବ୍ୟାଙ୍କ୍ ମ୍ୟାନେଜର ? ବ୍ୟାଙ୍କ ଯାଉ ଯାଉ ବାଟରୁ କେମିତି ହୋଇଗଲେ ଉଭାନ୍ !
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us