ଗାଈ ମକା ଖାଇବାରୁ ଛାତିକୁ ଗୁଳି | Land owner shoot man as his cow ate sweet corn | Odisha Reporter
Advertisment
ମକା ଫସଲ ଗୋରୁ ଖାଇଦେଲା ବୋଲି ଦିନ ଦ୍ବିପହରେ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଖାରିଗୁଡ଼ା ଗାଁରେ ଦେଖିବାକୁ ମିଳିଛି ! ଆଉ ହତ୍ୟାର ଶିକାର ହୋଇଛନ୍ତି, ସେହି ଗାଁର ମାଦି ପଡ୍ରା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us