ପିକଅପ୍‌ ଭ୍ୟାନରେ ଚାଲାଣ ହେଉଥିଲା ଗୋରୁ; ମାଡ଼ି ବସିଲା ପୁଲିସ

ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି। 

Cow

Representational image

Tapaswini Nayak
  • Published: Thursday, 19 December 2024
  • Updated: 19 December 2024, 08:17 AM IST

Sports

Latest News

ପିକଅପ୍‌ ଭ୍ୟାନରେ ଲଦାଲଦି ହୋଇ ଚାଲାଣ ହେଉଥିଲା ଗୋରୁ। ଅଧାବାଟରେ ମାଡ଼ି ବସିଲା ପୁଲିସ। ଭଦ୍ରକ ଜିଲ୍ଲା ସନ୍ଥିଆ ନିକଟରୁ ୧୭ଟି ଗୋରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଜଣାଯାଇଛି। 

ଵନ୍ତରୁ ଏକ ପିକଅପ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା।  ଭଦ୍ରକ ଜିଲ୍ଲା ପୁରୁଣା ଵଜାର ପୁଲିସ ସନ୍ଥିଆ ନିକଟରେ ପିକଅପ ଭ୍ୟାନଟିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ଗାଡ଼ିରୁ ୧୭ଟି ଗୋରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଏଥିସହ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Also Read

ଗୋରୁ ମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ଏକ ପିକ୍ ଭ୍ୟାନରେ ଚାଲାଣ କରାଯାଉଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପଶୁ ଡାକ୍ତର ଡକାଯାଇ ଗୋରୁ ମାନଙ୍କର ଚିକିତ୍ସା କରାଯାଇଛି। ଚିକିତ୍ସା ପରେ  ଉଦ୍ଧାର ହୋଇଥିବା ଗୋରୁଙ୍କୁ  ଗୋଶାଳାରେ ଛଡାଯିବ ବୋଲି ସୂଚନା ରହିଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story