Advertisment

ପୁଷ୍ପା ଷ୍ଟାଇଲରେ ହେଉଥିଲା ଗୋରୁ ଚାଲାଣ, ମାଡ଼ି ବସିଲା ପୁଲିସ

ଇଣ୍ଡିଆନ ଅଏଲ ଲୋଗୋ ଥିବା ଏହି ଗାଡିରେ ତେଲ ବଦଳରେ ଗୋରୁ ଚାଲାଣ ହେଉଥିଲା।

author-image
Manoj Swain

'ପୁଷ୍ପା' ଷ୍ଟାଇଲରେ କରୁଥିଲେ ଗୋରୁ ଚାଲାଣ । ଟିକେ ଭଲ କରି ଦେଖନ୍ତୁ ଏହି ଗାଡିକୁ। ଇଣ୍ଡିଆନ ଅଏଲ ଲୋଗୋ ଥିବା ଏହି ଗାଡିରେ ତେଲ ବଦଳରେ ଗୋରୁ ଚାଲାଣ ହେଉଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
West Bengal