Advertisment

ଡଲାର ଓ ବିଦେଶୀ ସାମଗ୍ରୀ ସଉକ; ଗିରଫ ଡ଼ାକ୍ତରଙ୍କ ଗୁମର ଫିଟୁଛି

ସିବିଆଇ ଚଢ଼ାଉବେଳେ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଥିଲା। ଏହାସହ ବିଛଣା ତଳୁ, ବାଥରୁମରୁ ପାଖାପାଖି କୋଟିଏ ଟଙ୍କା ସହ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ କରାଯାଇଥିଲା।

author-image
Manoj Swain

ଲାଞ୍ଚ ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନର ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ  ଫିଟୁଛି କଳା କାରବାରର ଗୁମର । ଜାହାଜ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଲାଗି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ସିବିଆଇ ଚଢ଼ାଉବେଳେ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଥିଲା। ଏହାସହ ବିଛଣା ତଳୁ, ବାଥରୁମରୁ ପାଖାପାଖି କୋଟିଏ ଟଙ୍କା ସହ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ କରାଯାଇଥିଲା।

Advertisment
Odisha Paradeep Port Doctor Arrested