Advertisment

ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ହେବ ?

କଟକ ଜିଲ୍ଲାର ଏହି ସାମାଜିକ କର୍ମୀଙ୍କ ପିଟିସନ୍ ପାଇଁ ସୁପ୍ରିମକୋର୍ଟ ଗତ ବର୍ଷ ମାର୍ଚ୍ଚ 29ରେ ଏକ ଉଲ୍ଲେଖନୀୟ ରାୟ ଦେଇ ସାହାର ଗ୍ରୁପର ଲକ୍ଷାଧିକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏ ହେଉଛନ୍ତି ମାନବାଧିକାର କର୍ମୀ ପିନାକ ପାଣି ମହାନ୍ତି । କଟକ ଜିଲ୍ଲାର ଏହି ସାମାଜିକ କର୍ମୀଙ୍କ ପିଟିସନ୍ ପାଇଁ ସୁପ୍ରିମକୋର୍ଟ ଗତ ବର୍ଷ ମାର୍ଚ୍ଚ 29ରେ ଏକ ଉଲ୍ଲେଖନୀୟ ରାୟ ଦେଇ ସାହାର ଗ୍ରୁପର ଲକ୍ଷାଧିକ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ସେ ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରି ନିଜେ ପକ୍ଷ ରଖିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha CBI Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe