Advertisment

କଳାକନା ବୁଲାଇଲେ କାମବାଲି

ଘରେ କଳାକନା ବୁଲାଇଲେ କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି।

author-image
Manoj Swain

ଘରେ କଳାକନା ବୁଲାଇଲେ କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭୁବନେଶ୍ଵରର ଝାରପଡ଼ାର ଜଗନ୍ନାଥ ନଗରରେ ରହୁଥିବା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ। ତେବେ ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment
CCTV Footage Bhubaneswar Odisha