chaudwar
Advertisment
କଟକ: ଚୌଦ୍ୱାର ଜେଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଆଜି ଭୋରରେ ହୋଇଛି ବୋମାମାଡ଼। ବାଇକରେ ଆସି ଦୁଇ ଜଣ ଦୁବୃର୍ତ୍ତ ଫାଟକ ସମ୍ମୁଖରେ ବୋମା ଫିଙ୍ଗି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବୋମାମାଡ଼ର କାରଣ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/images_cms-image-000002657.jpg)