କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ ! || Naba Das Death Case Updates || Crime Branch || Odisha Reporter
Advertisment
ରାଜ୍ୟର ସବୁଠାରୁ ବଡ଼ ତଦନ୍ତକାରୀ ଏଜେନ୍ସି କ୍ରାଇମବ୍ରାଞ୍ଚ। ଏହା ଉପରେ ଖୋଦ ସରକାରଙ୍କର ଭରସା ନାହିଁ। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ନବୀନ ସରକାର। ସିଟିଂ ଜଜ୍, ରିଟାୟାର୍ଡ ଜଜ୍ କିମ୍ବା ଜିଲ୍ଲା ଜଜ୍ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us