ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ

ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ।

ship detention PhotoOR

ଅଟକ ରହିଛି ଚୀନ ଜାହାଜ

Tapaswini Nayak
  • Published: Wednesday, 31 July 2024
  • Updated: 31 July 2024, 10:33 AM IST

Sports

Latest News

ପାରାଦୀପ ପୋର୍ଟରେ ଅଟକ ରହିଛି ଚୀନ୍ ଜାହାଜ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅଟକ ରଖିଛନ୍ତି କୁଜଙ୍ଗ ସବଜଜ୍। ଗତକାଲି ଜର୍ଜିଆରୁ ଆମୋନିୟମ ନାଇଟ୍ରେଟ୍ ନେଇ ପାରାଦୀପ ଆସିଥିଲା MV ZHE HAI- 505 ନାମକ ଚୀନ୍ ଜାହାଜ।

ଏହି ଚୀନ ଜାହାଜର ମାଲିକ ଓଡ଼ିଶାର ଏକ କମ୍ପାନୀରୁ ପ୍ରାୟ କୋଟିଏ ଟଙ୍କା ବକେୟା ଦେଇ ନଥିବା ଅଭିଯୋଗ ରହିଛି। ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କମ୍ପାନୀ। ଗତକାଲି ଏହି ଜାହାଜଟି ପାରାଦୀପ ବନ୍ଦରର NOJ ବର୍ଥରେ ଲାଗିବା ପରେ ଅଟକ ରଖିଥିଲେ କୁଜଙ୍ଗ ସବଜଜ୍। କୋର୍ଟଙ୍କ ଆଦେଶ ନ ଆସିବା ଯାଏ ପାରାଦୀପ ବନ୍ଦରରେ ଜାହାଜ ଅଟକି ରହିବ ବୋଲି ସୂଚନା ରହିଛି।

Also Read

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ପାରାଦୀପ ପୋର୍ଟରୁ ଏକ ବିଦେଶୀ ଜାହାଜରୁ କୋକେନ ଜବତ ହେବା ପରେ ୮ ମାସ ହେବ ଅଟକି ରହିଛି ଏହି ଜାହାଜ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story