ଚିଟଫଣ୍ଡ୍ ଠକେଇ ଅଭିଯୋଗ: କମ୍ପାନୀ ଏଜେଣ୍ଟଙ୍କୁ ଜମାକାରୀଙ୍କ ଘେରାଉ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବରପଦା ଗାଁର ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନୀର ଏଜେଣ୍ଟଙ୍କୁ ଶୁକ୍ରବାର ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ ଜମାକାରୀ। ଏ ନେଇ ପୋଲିସକୁ ଖବର ଦିଆଯିବା ସହ ଲିଖିତ ଅଭିଯୋଗ କରାଯାଇଥିଲା । ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରପଦା ସମେତ ଔଖୁଣ୍ଟା, ବାଉଁଶମୁହାଁ ଓ ଭଗତପୁର ଗାଁର ଜମାକାରୀଙ୍କଠାରୁ ରୋଜଭ୍ୟାଲି […]

baleswar

baleswar

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 06:14 AM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବରପଦା ଗାଁର ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନୀର ଏଜେଣ୍ଟଙ୍କୁ ଶୁକ୍ରବାର ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ ଜମାକାରୀ। ଏ ନେଇ ପୋଲିସକୁ ଖବର ଦିଆଯିବା ସହ ଲିଖିତ ଅଭିଯୋଗ କରାଯାଇଥିଲା । ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରପଦା ସମେତ ଔଖୁଣ୍ଟା, ବାଉଁଶମୁହାଁ ଓ ଭଗତପୁର ଗାଁର ଜମାକାରୀଙ୍କଠାରୁ ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos