ଅଦ୍ୟତନ ହୋଇଛି
baleswar
Advertisment
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବରପଦା ଗାଁର ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନୀର ଏଜେଣ୍ଟଙ୍କୁ ଶୁକ୍ରବାର ଦୀର୍ଘ ସମୟ ଧରି ଘେରାଉ କରି ରଖିଥିଲେ ଜମାକାରୀ। ଏ ନେଇ ପୋଲିସକୁ ଖବର ଦିଆଯିବା ସହ ଲିଖିତ ଅଭିଯୋଗ କରାଯାଇଥିଲା । ଖନ୍ତାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବରପଦା ସମେତ ଔଖୁଣ୍ଟା, ବାଉଁଶମୁହାଁ ଓ ଭଗତପୁର ଗାଁର ଜମାକାରୀଙ୍କଠାରୁ ରୋଜଭ୍ୟାଲି ଚିଟଫଣ୍ଡ କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/56.jpg)