Advertisment

ଚିଟଫଣ୍ଡ ଠକେଇ : ରୁଫର୍ସ କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ସିଏମଡିଙ୍କୁ ରିମାଣ୍ଡରେ ନେଲା ପୋଲିସ

ବାଲେଶ୍ୱର: ବାଲେଶ୍ୱରରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ରୁଫର୍ସ କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ନାମକ ଏକ ଚିଟଫଣ୍ଡ ସଂସ୍ଥାର ସିଏମଡିଙ୍କୁ ରିମାଣ୍ଡରେ ନେଇଛି ପୋଲିସ। ମଙ୍ଗଳବାର ତାଙ୍କ ରିମାଣ୍ଡ ଅବଧି ଶେଷ ହେବ। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ରୁଫର୍ସ କଂପାନୀର ସିଏମଡି ହୀରକ ନାଥ ସୌନ୍ଥଙ୍କୁ ଗତ ଶୁକ୍ରବାର ଖଡ଼ଗପୁରରୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ଗତ ୨୦୧୧ ମସିହାରୁ କୋଲକାତାରେ ମୁଖ୍ୟାଳୟ ଥିବା କଂପାନୀ ବାଲେଶ୍ୱର ଜିଲ୍ଳାର […]

ଅଦ୍ୟତନ ହୋଇଛି
ଚିଟଫଣ୍ଡ ଠକେଇ : ରୁଫର୍ସ କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ସିଏମଡିଙ୍କୁ ରିମାଣ୍ଡରେ ନେଲା ପୋଲିସ

baleswar

Advertisment

ବାଲେଶ୍ୱର: ବାଲେଶ୍ୱରରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ରୁଫର୍ସ କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ନାମକ ଏକ ଚିଟଫଣ୍ଡ ସଂସ୍ଥାର ସିଏମଡିଙ୍କୁ ରିମାଣ୍ଡରେ ନେଇଛି ପୋଲିସ। ମଙ୍ଗଳବାର ତାଙ୍କ ରିମାଣ୍ଡ ଅବଧି ଶେଷ ହେବ। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ରୁଫର୍ସ କଂପାନୀର ସିଏମଡି ହୀରକ ନାଥ ସୌନ୍ଥଙ୍କୁ ଗତ ଶୁକ୍ରବାର ଖଡ଼ଗପୁରରୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ଗତ ୨୦୧୧ ମସିହାରୁ କୋଲକାତାରେ ମୁଖ୍ୟାଳୟ ଥିବା କଂପାନୀ ବାଲେଶ୍ୱର ଜିଲ୍ଳାର ବାଲେଶ୍ୱର, ଭୋଗରାଇ, ବସ୍ତା, ଜଳେଶ୍ୱର ଓ ବାଲିଆପାଳରେ ଶାଖା ଖୋଲି ଜମାକାରୀଙ୍କ ଠାରୁ ପ୍ରାୟ ୩କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe