ଚୌଦ୍ୱାର: ବିଲରୁ ମୁମୂର୍ଷୁ ଅବସ୍ଥାରେ ଅଣ ଓଡ଼ିଆ ମହିଳା ଉଦ୍ଧାର

କଟକ: ବଡ଼ପଦା ନିକଟ ଏକ ବିଲରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଅଣଓଡ଼ିଆ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାର ତଦନ୍ତ କମିଶନରେଟ୍ ପୋଲିସ ଚଳାଇଛି। ଜଣେ ଏସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ଓ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ତେବେ ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନ ଥିବାରୁ ତାଙ୍କୁ ଏସିବି ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। କଥାବାର୍ତ୍ତାରୁ ସେ କର୍ଣ୍ଣାଟକର ହୋଇଥିବା ଅନୁମାନ କରାଯାଉଛି। କିଛି ଲୋକ ମାଡ଼ ମାରି […]

woman

woman

Rakesh Mallick
  • Published: Tuesday, 15 September 2015
  • Updated: 16 September 2015, 03:23 AM IST

womanକଟକ: ବଡ଼ପଦା ନିକଟ ଏକ ବିଲରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଅଣଓଡ଼ିଆ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାର ତଦନ୍ତ କମିଶନରେଟ୍ ପୋଲିସ ଚଳାଇଛି। ଜଣେ ଏସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ଓ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ତେବେ ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନ ଥିବାରୁ ତାଙ୍କୁ ଏସିବି ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। କଥାବାର୍ତ୍ତାରୁ ସେ କର୍ଣ୍ଣାଟକର ହୋଇଥିବା ଅନୁମାନ କରାଯାଉଛି। କିଛି ଲୋକ ମାଡ଼ ମାରି ସମ୍ପୃକ୍ତ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ବିଡ଼ାନାସୀ ଓ ଚୌଦ୍ୱାର ଥାନାରେ ମହିଳାଙ୍କୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରା ପକ୍ଷରୁ ଏତଲା ଦିଆଯାଇଛି। ତେବେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ମହିଳା ଜଣକ ବୟାନରେ କହି ନ ଥିବା କଟକ ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story