Advertisment

ଯୁବତୀଙ୍କ ସହିତ ରିଲ୍ସ କରୁଥିଲେ ଗଞ୍ଜେଇ ମାଫିଆ

ଅଏସ କରୁଥିଲେ B-Tech ଗଞ୍ଜେଇ ମାଫିଆ। ଗଞ୍ଜେଇ ବେପାରରୁ ରୋଜଗାର କରୁଥିବା ଟଙ୍କାରେ ମୌଜ ମଜଲିସ୍‌ କରୁଥିଲେ।

author-image
Manoj Swain

ବିଟେକ୍ ପାଠ ପଢ଼ିଥିଲେ, ଗଞ୍ଜେଇ ବିକ୍ରି କରି ମାଲେମାଲ ହେଉଥିଲେ। ହେଲେ ସଉକ ଥିଲା ରିଲ୍ସ ନିଶା । ଆଉ ଏହି ନିଶା ପାଇଁ ଗଞ୍ଜେଇ ବେପାର ଆପଣାଇ ଥିଲେ । ଦାମି କାରରେ କନ୍ଧମାଳରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ଓ ଭୁବନେଶ୍ୱରର ବମିଖାଲ୍‌ରେ ରଖୁଥିଲେ । ସୁଯୋଗ ଦେଖି କୋଲକାତା ଚାଲାଣ କରୁଥିଲେ । କନ୍ଧମାଳରୁ କୋଲକାତା ଗଞ୍ଜେଇ ପହଞ୍ଚାଇବା ପାଇଁ ମିଳୁଥିଲା ଲକ୍ଷେ ଟଙ୍କା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Ganja