ବିଟେକ୍ ପାଠ ପଢ଼ିଥିଲେ, ଗଞ୍ଜେଇ ବିକ୍ରି କରି ମାଲେମାଲ ହେଉଥିଲେ। ହେଲେ ସଉକ ଥିଲା ରିଲ୍ସ ନିଶା । ଆଉ ଏହି ନିଶା ପାଇଁ ଗଞ୍ଜେଇ ବେପାର ଆପଣାଇ ଥିଲେ । ଦାମି କାରରେ କନ୍ଧମାଳରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ଓ ଭୁବନେଶ୍ୱରର ବମିଖାଲ୍ରେ ରଖୁଥିଲେ । ସୁଯୋଗ ଦେଖି କୋଲକାତା ଚାଲାଣ କରୁଥିଲେ । କନ୍ଧମାଳରୁ କୋଲକାତା ଗଞ୍ଜେଇ ପହଞ୍ଚାଇବା ପାଇଁ ମିଳୁଥିଲା ଲକ୍ଷେ ଟଙ୍କା । ଦେଖନ୍ତୁ ପୂରା ରିପୋର୍ଟ।