ଥାନାରେ ଅମାନିଆଙ୍କ ଅଡିଓ ଓ ଭିଡିଓ ରେକର୍ଡ କରିବ ବଡି କ୍ୟାମେରା

ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ ଓ ଭିଡିଓ ସେହି ବଡି କ୍ୟାମେରାରରେ ରେକର୍ଡ ହେବ। କେବଳ ଏତଲାକାରୀ ନୁହେଁ, ପୁଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ। ସେହି ତଥ୍ୟକୁ ତର୍ଜମା କରାଯିବ।

Police

ଅଭିଯୋଗ ଗ୍ରହଣ କରାଯାଉଛି

Manoranjan Sial
  • Published: Sunday, 27 October 2024
  • Updated: 27 October 2024, 06:22 PM IST

Sports

Latest News

ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୁଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା।

ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ ଓ ଭିଡିଓ ସେହି ବଡି କ୍ୟାମେରାରରେ ରେକର୍ଡ ହେବ। କେବଳ ଏତଲାକାରୀ ନୁହେଁ, ପୁଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ। ସେହି ତଥ୍ୟକୁ ତର୍ଜମା କରାଯିବ। କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି। ଏଥିପାଇଁ ନୂତନ ଜ୍ଞାନ କୌଶଳ ଆପଣାଇବାକୁ ଚେଷ୍ଟା କରାଯାଉଛି। ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଏହି ସେବା କମିଶନରେଟ୍‌ ପୁଲିସ ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

Also Read

ଅନେକ ସମୟରେ ନାନା ଅଭିଯୋଗ ଆସିଥାଏ। କେତେବେଳେ ଥାନାରେ ଅଭିଯୋଗକାରୀଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିଲା ତ ଆଉ କେତେବେଳେ ଅଭିଯୋଗ ଠିକ୍‌ ଭାବେ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଥିଲା। ଆଉ କେତେବେଳେ ଅଭିଯୋଗକାରୀ ଥାନାରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଅଭିଯୋଗ ଗ୍ରହଣ ହେଲା ପରେ ମଧ୍ୟ ପୁଲିସ୍‌ ସହିତ ଯୁକ୍ତି ତର୍କ କରୁଥିବା ଅଭିଯୋଗ ହେଉଥିଲା। ଏପରି ଅଭିଯୋଗରୁ ମୁକ୍ତି ପାଇବା ପାଇଁ କମିଶନରେଟ୍‌ ପୁଲିସ୍‌ ଏହି ବ୍ୟବସ୍ଥାକୁ ଆଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story