Advertisment

ଅଡୁଆରେ ଓଲିଉଡ୍ ଅଭିନେତ୍ରୀ ରିୟା; କେୟାର୍‌‌ ଟେକର୍‌‌ଙ୍କୁ ନିର୍ଯାତନା ଅଭିଯୋଗ

ଅଭିନେତ୍ରୀ ରିୟା ଓ ତାଙ୍କ ସ୍ୱାମୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

author-image
Manoj Swain
ଅଦ୍ୟତନ ହୋଇଛି

ଓଲିଉଡ୍ ଅଭିନେତ୍ରୀ ରିୟାଙ୍କ ବିରୋଧରେ କେୟାର୍‌‌ ଟେକର୍‌‌ଙ୍କ ଅଭିଯୋଗ । ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଘର ବାହାରୁ ତାଲା ପକାଇ ରଖାଯାଉଥିବା ନେଇ କଲେ ଅଭିଯୋଗ ।

Advertisment
Odisha Ollywood Actor