ମନ୍ତ୍ରୀଙ୍କ କାରକେଡ ଉପରକୁ ଟେକାମାଡ଼, ଅଭିଯୁକ୍ତ ଫେରାର

ରୁଦ୍ର କୁମାର କଂଗ୍ରେସ ଦଳର ବିଧାୟକ ହୋଇଥିବା ବେଳେ ଚଳିତ ଥର ଛତିଶଗଡ଼ର ନାୱାଗର ବିଧାନସଭା ଆସନରୁ ଛିଡ଼ା ହୋଇଛନ୍ତି।

Attack

ମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗି ରୁଜି ଯାଇଛି।

Niharika Rout
  • Published: Thursday, 09 November 2023
  • Updated: 09 November 2023, 08:26 AM IST

Sports

Latest News

ଛତିଶଗଡ଼ର ମନ୍ତ୍ରୀ ଗୁରୁ ରୁଦ୍ର କୁମାରଙ୍କ କାରକେଡ ଉପରକୁ ହୋଇଛି ଟେକା ମାଡ଼ । ରୁଦ୍ର କୁମାର କଂଗ୍ରେସ ଦଳର ବିଧାୟକ ହୋଇଥିବା ବେଳେ ଚଳିତ ଥର ଛତିଶଗଡ଼ର ନାୱାଗର ବିଧାନସଭା ଆସନରୁ ଛିଡ଼ା ହୋଇଛନ୍ତି।

ଗତକାଲି ଗୁରୁ ରୁଦ୍ର କୁମାର ଝଲ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ କାର୍‌ ଯୋଗେ ଫେରୁଥିଲେ। ମାତ୍ର ବିମିତ୍ରା ନିକଟରେ ଅତର୍କିତ ଭାବେ ତାଙ୍କ କାରକେଡ ଉପରକୁ ଟେକାପଥର ମାଡ଼ ହୋଇଥିଲା। ଉକ୍ତ ସମୟରେ ମନ୍ତ୍ରୀ ଗାଡ଼ିରେ ଥିବା ବେଳେ ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ମାତ୍ର କାରକେଡରେ ଯାଉଥିବା ବହୁ ଗାଡ଼ିର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ଜଣାଯାଇଛି।

ଏନେଇ ରୁଦ୍ର କୁମାର ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ ପୁଲିସ୍‌ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଆସନ୍ତା ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story