Advertisment

‘ଫୁଲ୍‌ ଷଡ଼ଯନ୍ତ୍ର’

ନବ ଦାସ ହତ୍ୟା ପଛରେ ଟପ୍ ଲେବଲ ଷଡ଼ଯନ୍ତ୍ର ରହିଛି। ପ୍ରେସମିଟରେ ଷଡ଼ଯନ୍ତ୍ର ଆରୋପ ଲଗାଇଲା କଂଗ୍ରେସ। ଏହା ଏକ ମାମୁଲି ହତ୍ୟା ନୁହେଁ, ଗଭୀର ଷଡ଼ଯନ୍ତ୍ର ରହିଛି ବୋଲି କହିଲେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ।

author-image
Debendra Prusty

ନବ ଦାସ ହତ୍ୟା ପଛରେ ଟପ୍ ଲେବଲ ଷଡ଼ଯନ୍ତ୍ର ରହିଛି। ପ୍ରେସମିଟରେ ଷଡ଼ଯନ୍ତ୍ର ଆରୋପ ଲଗାଇଲା କଂଗ୍ରେସ। ଏହା ଏକ ମାମୁଲି ହତ୍ୟା ନୁହେଁ, ଗଭୀର ଷଡ଼ଯନ୍ତ୍ର ରହିଛି ବୋଲି କହିଲେ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ।

Advertisment
Naba Das Odisha Congress Bjd Govt. Naveen Patnaik