ଜେରକ୍ସ ଗୋଟା 5 ଟଙ୍କା, ଦୋକାନୀଙ୍କୁ ପଡିଲା ମହଙ୍ଗା | Shopkeeper Fined Rs.25,000 For Charging Extra Rs.3 !
Advertisment
୩ ଟଙ୍କା ପାଇଁ ୨୫ ହଜାର ଟଙ୍କା ତଣ୍ଡ ଗଣିବେ ଜେରକ୍ସ ଦୋକାନୀ। ମାସେ ମଧ୍ୟରେ ପଇସା ନ ଦେଲେ ଗଣିବେ ଉଚ୍ଚ ହାରର ସୁଧ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us