ମାଓ କ୍ୟାମ୍ପରୁ ମିଳିଲା ଗର୍ଭନିରୋଧକ !

ମାଓ କ୍ୟାମ୍ପରେ କଣ ହୁଏ। କ୍ୟାମ୍ପ ଭିତରେ କଣ ଚାଲେ ? ମହିଳା ମାଓବାଦୀଙ୍କ ସହ କଣ ହୁଏ ? ସାମ୍ନାକୁ ଆସିଲା ଭିତିରି ଦୃଶ୍ୟ।

Manoj Swain
  • Published: Sunday, 17 December 2023
  • Updated: 17 December 2023, 05:01 PM IST

ମାଓ କ୍ୟାମ୍ପରେ କଣ ହୁଏ। କ୍ୟାମ୍ପ ଭିତରେ କଣ ଚାଲେ ? ମହିଳା ମାଓବାଦୀଙ୍କ ସହ କଣ ହୁଏ ? ସାମ୍ନାକୁ ଆସିଲା ଭିତିରି ଦୃଶ୍ୟ। ମାଓ କ୍ୟାମ୍ପରୁ ମିଳିଥିବା ଏହି ପୁଳାପୁଳା କଣ୍ଡୋମ ଓ ଗର୍ଭ ନିରୋଧକ କିଟ୍‌ ଦେଖିଲେ ସବୁକିଛି ବୁଝି ହେଉଛି। ତେବେ ଏଠାରେ ଏହି ଆପତ୍ତିଜନକ ସମାଗ୍ରୀର ଆବଶ୍ୟକତା କଣ ? କେଉଁଠୁ ଆସେ ଏସବୁ ସାମଗ୍ରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୁଳାପୁଳା ଗର୍ଭ ନିରୋଧକ ବଟିକା ସହ କଣ୍ଡୋମ କ୍ୟାମ୍ପରୁ ମିଳିଛି। ଏନେଇ ସୂଚନା ଦେଇଛନ୍ତି ବୈାଦ୍ଧ ଏସ୍‌ପି ରାଜ ପ୍ରସାଦ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos