‘ଗୋଟେ ପୋଷ୍ଟକୁ 10 ଲକ୍ଷ ଟୋଟାଲ 1000 କୋଟି’

ଆଶାୟୀ କହୁଛନ୍ତି ଜୁନିଅର ଶିକ୍ଷକ ନିଯୁକ୍ତିରେ ହୋଇଛି ବ୍ୟାପକ ଦୁର୍ନୀତି ।

Manoj Swain
  • Published: Saturday, 20 January 2024
  • Updated: 20 January 2024, 11:45 AM IST

Sports

Latest News

ଆଡମିଟ୍ କାର୍ଡରେ ମାହଲ ମାଣ୍ଡା ଓ ଚଢ଼େଇ ଫଟୋକୁ ନେଇ ଚର୍ଚ୍ଚା ଜୋର । ଆଶାୟୀ କହୁଛନ୍ତି ଜୁନିଅର ଶିକ୍ଷକ ନିଯୁକ୍ତିରେ ହୋଇଛି ବ୍ୟାପକ ଦୁର୍ନୀତି । ବିଜେପି ପଚାରିଲା ଓଡ଼ିଶାର ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ କିଏ ? ପୋଷ୍ଟ 20 ହଜାର ହେଲେ 18 ହଜାର 7 ଶହ ନାଁ କାହିଁକି ପଚାରିଲେ ଆଶାୟୀ। ଅନୁପମ ଶାହା କହିଲେ ରିଜୋଲ୍ୟୁସନ୍ ଆଧାରରେ ସ୍ବଚ୍ଛତାର ସହ ସବୁ ହୋଇଛି । ବିଜେଡି କହିଲା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲାଣି କୌଣସି ପଦବୀ ଖାଲି ପଡ଼ିବନି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos