‘ଗୋଟେ ପୋଷ୍ଟକୁ 10 ଲକ୍ଷ ଟୋଟାଲ 1000 କୋଟି ’ | Odisha Reporter
Advertisment
ଆଡମିଟ୍ କାର୍ଡରେ ମାହଲ ମାଣ୍ଡା ଓ ଚଢ଼େଇ ଫଟୋକୁ ନେଇ ଚର୍ଚ୍ଚା ଜୋର । ଆଶାୟୀ କହୁଛନ୍ତି ଜୁନିଅର ଶିକ୍ଷକ ନିଯୁକ୍ତିରେ ହୋଇଛି ବ୍ୟାପକ ଦୁର୍ନୀତି । ବିଜେପି ପଚାରିଲା ଓଡ଼ିଶାର ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ କିଏ ? ପୋଷ୍ଟ 20 ହଜାର ହେଲେ 18 ହଜାର 7 ଶହ ନାଁ କାହିଁକି ପଚାରିଲେ ଆଶାୟୀ। ଅନୁପମ ଶାହା କହିଲେ ରିଜୋଲ୍ୟୁସନ୍ ଆଧାରରେ ସ୍ବଚ୍ଛତାର ସହ ସବୁ ହୋଇଛି । ବିଜେଡି କହିଲା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲାଣି କୌଣସି ପଦବୀ ଖାଲି ପଡ଼ିବନି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us