Advertisment

ଯନ୍ତ୍ରଣା ବଢାଉଛି କର୍ଫ୍ୟୁ, ହୀନସ୍ତା ହେଉଛନ୍ତି ଜନତା

ଅପରପକ୍ଷେ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଗତ ୩ ଦିନ ହେଲା ଅକଳରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ।

Advertisment

ବାଲେଶ୍ୱରରେ କର୍ଫ୍ୟୁ କଟକଣାକୁ ବିତିଲାଣି ୩ ଦିନ। ଏହି କର୍ଫ୍ୟୁ ମାଡ଼ରେ ସାଧାରଣ ଜନତା ହୀନସ୍ତା ହେଉଛନ୍ତି। ଦୋକାନ ବଜାର, ରାସ୍ତାଘାଟ ବନ୍ଦ ଥିବାରୁ ନା ଖାଇବାକୁ ପାଉଛନ୍ତି, ନା କୁଆଡ଼େ ଯାଇପାରୁଛନ୍ତି। ଅପରପକ୍ଷେ ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ଗତ ୩ ଦିନ ହେଲା ଅକଳରେ ପଡ଼ିଯାଇଛନ୍ତି ଛାତ୍ରଛାତ୍ରୀ ଓ ପରୀକ୍ଷାର୍ଥୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balasore Curfew
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe