Advertisment

କଟକ: ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ:  କଟକ ଜୋବ୍ରା ନିକଟସ୍ଥ ବୋଷ୍ କଲୋନୀରୁ ଆଜି ୧୧୧ ଗ୍ରାମ ବ୍ରାଉନସୁଗାର ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଉଛି। ଏହି ମାମଲାରେ ଅନ୍ୟ କାହାର ସଂପୃକ୍ତି ବିଷୟରେ ଖୋଳତାଡ଼ ଚାଲିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୧ଲକ୍ଷ ଟଙ୍କା  ହେବ।

author-image
Rakesh Mallick
ଅଦ୍ୟତନ ହୋଇଛି
କଟକ: ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

cuttack-2