Advertisment

ବାଲିଯାତ୍ରାରେ ମହାଦୁର୍ନୀତି ଅଭିଯୋଗ

ବାଲିଯାତ୍ରାରେ ମହାଦୁର୍ନୀତି ଅଭିଯୋଗ। ବିରୋଧୀଙ୍କ କଥା ଛାଡ଼ନ୍ତୁ ଖୋଦ୍ ଶାସକ ଦଳର କର୍ପୋରେଟର ମଧ୍ୟ ଦୁର୍ନୀତି ଅଭିଯୋଗ ଆଣିଛନ୍ତି।

Advertisment

ବାଲିଯାତ୍ରାରେ ମହାଦୁର୍ନୀତି ଅଭିଯୋଗ। ବିରୋଧୀଙ୍କ କଥା ଛାଡ଼ନ୍ତୁ ଖୋଦ୍ ଶାସକ ଦଳର କର୍ପୋରେଟର ମଧ୍ୟ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଅସ୍ଥାୟୀ ତୋରଣ ହେଉ କି ଲେଜର ଲାଇଟ୍ ଶୋ ସବୁଥିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଶେଷରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ମଧ୍ୟ ଦୁର୍ନୀତିର ଗନ୍ଧ ବାରିଲେ। ଏବେ ଖୋଦ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସାମ୍ବାଦିକ ସମ୍ମିଳନୀ କରି ପୂରା ଦୁର୍ନୀତିର ପ୍ଲଟ କଥା ତନତନ କରି ବଖାଣିଛନ୍ତି। ଯାହାକୁ ନେଇ ହରଡଘଣାରେ କଟକ ମହାନଗର ନିଗମ। ଅନ୍ୟପଟେ ମେୟର କହିଛନ୍ତି କୌଣସି ଦୁର୍ନୀତି ହୋଇନାହିଁ । ତଦନ୍ତ ପାଇଁ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଦେବା ପରେ ବିଲ୍ ଦିଆଯିବ ।

Advertisment
Bali Yatra Cuttack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe