d-brothers2
Advertisment
କଟକ: ବହୁ ଚର୍ଚ୍ଚିତ ଡି-ବ୍ରଦର୍ସଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଜି ମୋଟ୍ ୮ କୋଟି ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି। ଆଟାଚ ସମ୍ପତ୍ତି ମଧ୍ୟରେ କଟକ ସିଡିଏ ସ୍ଥିତ ଘର, ଉଭୟଙ୍କ ନାଁରେ ଥିବା ସାଢ଼େ ୩ କୋଟି ଓ ପୋଲିସ ଧରପଗଡ଼ ବେଳେ ମିଳିଥିବା ୩ କୋଟି ୬୦ ଲକ୍ଷ ଟଙ୍କା ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/10/d-brothers2.jpg)