Advertisment

କଟକରେ ଫୁଟିଲା ଗୁଳି: ଯୁବକ ଆହତ

କଟକ: କ୍ୟାଣ୍ଟିନମେଣ୍ଟ ରୋଡ଼ର ମଣି ସାହୁ ଛକରେ ଗୁଳିମାଡ଼ରେ ଶେଖ୍‌ ଜଲିଲା ନାମକ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ପିଲାଙ୍କୁ ସ୍କୁଲରେ ଛାଡି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଜଲିଲାଙ୍କୁ ଗୁଳି ମାରିଥିଲେ। ତେବେ ଗୁଳିମାଡ଼ର କାରଣ ଜଣାପଡିନାହିଁ।

author-image
Rakesh Mallick
ଅଦ୍ୟତନ ହୋଇଛି
କଟକରେ ଫୁଟିଲା ଗୁଳି: ଯୁବକ ଆହତ

ctc

କଟକ: କ୍ୟାଣ୍ଟିନମେଣ୍ଟ ରୋଡ଼ର ମଣି ସାହୁ ଛକରେ ଗୁଳିମାଡ଼ରେ ଶେଖ୍‌ ଜଲିଲା ନାମକ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ପିଲାଙ୍କୁ ସ୍କୁଲରେ ଛାଡି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଜଲିଲାଙ୍କୁ ଗୁଳି ମାରିଥିଲେ। ତେବେ ଗୁଳିମାଡ଼ର କାରଣ ଜଣାପଡିନାହିଁ।