ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ପୋଡ଼ାଜଳା ସହ ପ୍ରବଳ ଉତେଜନା ଦେଖିବାକୁ ମିଳିଛି।

Manoj Swain
  • Published: Friday, 16 February 2024
  • Updated: 16 February 2024, 03:29 PM IST

Sports

Latest News

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ଟ୍ରାକ୍ଟର ଚଢ଼ାଇ ଭାଇଙ୍କୁ ହତ୍ୟା ଅଭିଯୋଗ। ପୋଡ଼ାଜଳା ସହ ଗାଁରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଞ୍ଚଳରୁ। ଆକ୍ରମଣ ପରେ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦିଆଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos