ଭାଇ ଉପରେ ଟ୍ରାକ୍ଟର ଚଢ଼ାଇଦେଲେ | Odisha Reporter
Advertisment
ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ଟ୍ରାକ୍ଟର ଚଢ଼ାଇ ଭାଇଙ୍କୁ ହତ୍ୟା ଅଭିଯୋଗ। ପୋଡ଼ାଜଳା ସହ ଗାଁରେ ପ୍ରବଳ ଉତେଜନା ଦେଖିବାକୁ ମିଳିଛି। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅଞ୍ଚଳରୁ। ଆକ୍ରମଣ ପରେ ଗୋଟିଏ ଗୋଷ୍ଠୀର ଘର ଓ ଗାଡ଼ି ଜାଳି ଦିଆଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us