ସାବଧାନ! ‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଆକାଉଣ୍ଟ ସଫା କରିବାକୁ ମାତିଲେଣି ସାଇବର ଠକ, ଲୁସି ହରାଇଲେ ୧୨ ହଜାର ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Cyber

Representational Image

Jitendra Garnayak
  • Published: Monday, 16 September 2024
  • Updated: 16 September 2024, 07:01 PM IST

Sports

Latest News

ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ଟଙ୍କା। ୫୦ ହଜାରରୁ ପ୍ରଥମ କିସ୍ତିରେ ହିତାଧିକାରୀ ପାଇବେ ୫ ହଜାର ଟଙ୍କା। ତେବେ ଏହାରି ଭିତରେ ମାତିଲେଣି ସାଇବର ଠକ। ହିତାଧିକାରୀଙ୍କ ମୋବାଇଲ ଫୋନ୍‌କୁ ଆସୁଛି ଫେକ୍ ଲିଙ୍କ୍ ଆସୁଛି। ଏହି ଲିଙ୍କ କ୍ଲିକ୍ କଲେ ହିତାଧିକାରୀଙ୍କ ଆକାଉଣ୍ଟ ସଫା ହୋଇଯିବାର ଆଶଙ୍କା ରହିଛି। 

ପୁରୀ ଜିଲ୍ଲା ନିମାପଡ଼ାର ଧଳେସୋର ପଞ୍ଚାୟତ ଦହିଜଙ୍ଗ ଗାଁର ଲୁସି ସ୍ୱାଇଁ ଏଭଳି ଠକେଇର ଶିକାର ହୋଇଛନ୍ତି। ଗତକାଲି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ କରି ତାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଯୋଜନା ଟଙ୍କା ଯାଇଥିବା କଥା କହିଥିଲେ ଏବଂ ତାଙ୍କୁ ଏକ ଲିଙ୍କ ଜରିଆରେ ବ୍ୟାଙ୍କ୍ ଖାତା ଯାଞ୍ଚ କରିବାକୁ କହିଥିଲେ। ଲୁସି ସେହି ଲିଙ୍କ ଖୋଲିବା ପରେ ତାଙ୍କ ବ୍ୟାଙ୍କ୍ ଖାତାରେ ଥିବା ୧୨ହଜାରରୁ ଅଧିକ ଟଙ୍କା ଆଖିପିଛୁଳାକେ ଗାଏବ ହୋଇଯାଇଥିଲା।ଏନେଇ ତାଙ୍କ ସ୍ୱାମୀ ଜିତେନ୍ଦ୍ର କୁମାର ସ୍ୱାଇଁ ସାଇବର ଥାନାରେ ଅଭିଯୋଗ କରିବା ସହିତ ନିମାପଡ଼ା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସୁଭଦ୍ର ଯୋଜନା ନାଁରେ ମୋବାଇଲ ଫୋନ୍‌କୁ କୌଣସି ପ୍ରକାର ଲିଙ୍କ ଆସିଲେ ସେଥିରେ କ୍ଲିକ୍ ନକରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନା ନେଇ ସରକାରଙ୍କ ତରଫରୁ କୌଣସି ଫୋନ୍ କଲ୍ ଯାଉନି। ସେହିଭଳି ଯଦି କିଛି ଲିଙ୍କ୍ ଆସୁଥାଏ, ତା’ହେଲେ ତାହା ସାଇବର ଠକଙ୍କ କାମ ହୋଇପାରେ। ଏଥିପାଇଁ ସତର୍କ ରହନ୍ତୁ। କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ଫର୍ମରେ ଆବେଦନ କରନ୍ତୁ। ଇ-କେୱାଇସି ଦିଅନ୍ତୁ। ନିଶ୍ଚିତ ଟଙ୍କା ପାଇବେ। ସବୁ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ।

Also Read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆକର୍ଷଣୀୟ ଷ୍ଟେଜ୍‌ ସାଙ୍ଗକୁ ୪ଟି ଶେଡ୍‌ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ
ସମେତ ନେତା, ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ବ୍ୟବସ୍ଥା ହୋଇଛି। ସଭାସ୍ଥଳରେ ସମସ୍ତଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍ୱତନ୍ତ୍ର ବସିବା ସ୍ଥାନ। ସଭା ସ୍ଥଳରେ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଖାଦ୍ୟ, ପାନୀୟ ଓ ଶୌଚାଳୟ ସମେତ ପୁଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି। ଜନତା ମଇଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରବେଶ କରିବ। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି। ସାଧାରଣ ଦର୍ଶକ ବା ହିତାଧିକାରି ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧା ଗାଡ଼କଣ ବସ୍ତି ଯିବେ ପ୍ରଧାନମନ୍ତ୍ରୀ। ୧୧ଟା ୧୦ରେ ସେ ଗାଡ଼କଣ ବସ୍ତିରେ ପହଞ୍ଚିବେ। ୧୧ଟା ୧୫ରୁ ୧୧ଟା ୪୫ ଯାଏ ସେଠାରେ ସେ ଆବାସ ହିତାଧିକାରୀଙ୍କ ସହ କଥା ହେବେ। ୧୧ଟା ୪୫ରେ ଗାଡ଼କଣ ଛାଡ଼ିବେ ଓ ୧୧ଟା ୫୫ରେ ଜନତା ମଇଦାନ ପହଞ୍ଚିବେ। ଜନତା ମଇଦାନରେ ଦିନ ୧ଟା ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ। ସୁଭଦ୍ରା ସହିତ ଅନ୍ୟାନ୍ୟ ବିଭିନ୍ନ ଜନକଲ୍ୟାଣ ଯୋଜନାର ଶୁଭାରମ୍ବ ଓ ଲୋକାର୍ପଣ କରିବେ। ଜନତା ମଇଦାନ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story